Find & Share Quotes with Friends

ଅମୃତ ଫଳ Quotes

Rate this book
Clear rating
ଅମୃତ ଫଳ (The Divine Fruit) ଅମୃତ ଫଳ by Manoj Das
231 ratings, 4.31 average rating, 19 reviews
ଅମୃତ ଫଳ Quotes Showing 1-6 of 6
“ସତ କଥା ଔଦ୍ଧତ୍ୟ ଭାବରେ ନିନ୍ଦିତ ହେବାରେ ନୂଆ କିଛି ନାହିଁ।”
Manoj Das, ଅମୃତ ଫଳ
“ତୃପ୍ତି ର ଆକାଂକ୍ଷା ନେଇ ମଣିଷ ସବୁ କିଛି ଆରମ୍ଭ କରେ, ଶେଷ କରେ । କିନ୍ତୁ ତୃପ୍ତି ମିଳେନା।”
Manoj Das, ଅମୃତ ଫଳ
“ଅଭିଜ୍ଞତା ହେଲା ଗୋଟେ ଚିରୁଣୀ - ଯାହା ତମକୁ ମିଳେ ତମେ ବିଲ୍କୁଲ୍ ଚନ୍ଦା ହୋଇଯିବା ପରେ!”
Manoj Das, ଅମୃତ ଫଳ
“ମୁଁ ଖାଲି ମୋ ନିଜକୁ ଜାଣେ | ତା ବି ସାମାନ୍ୟ | ସେହି ଜ୍ଞାନର ଆଲୋକରେ ବା ସେହି ଅଜ୍ଞାନର ଅନ୍ଧକାରରେ, ମୁଁ ଅନ୍ୟ କୁ ବିଚାର କରୁଛି”
Manoj Das, ଅମୃତ ଫଳ
“ଯେତେ ଲୋକ ଅନ୍ୟକୁ ଯନ୍ତ୍ରଣା ଦେଇପାରିଛନ୍ତି ବୋଲି ତୃପ୍ତି ଅନୁଭବ କରନ୍ତି, ବାସ୍ତବରେ ସେମାନେ ନିଜ ଯନ୍ତ୍ରଣା ହିଁ ଉପଭୋଗ କରୁଥାନ୍ତି।”
Manoj Das, ଅମୃତ ଫଳ
“ତଥାକଥିତ ଜ୍ଞାନ ବି ଅଜ୍ଞାନ ର ଏକ ସ୍ତର”
Manoj Das, ଅମୃତ ଫଳ