Jump to ratings and reviews
Rate this book

ନୀଳଶୈଳ

Rate this book

344 pages, Hardcover

9 people are currently reading
60 people want to read

About the author

Surendra Mohanty

28 books11 followers
Surendra Mohanty born in Orissa was an award-winning author who wrote in Oriya.[1] He was the recipient of the Orissa Sahitya Academy Award for his novel Nilashaila.

He was the President of Orissa Sahitya Academy from the year 1981 to 1987. He was also the first editor, and later chief editor for the newspaper The Sambad.[2] He is a writer of short stories, novels, travelogues, criticism and biographies. He wrote around 50 books belonging to different genres. His well known books are Mahanagarira Ratri (The Night of the Metropolis), Maralara Mrutyu (The Death of a Swan), Andha Diganta (The Dark Horizon), and Mahanirvana (The Final Departure). Yadubamsa O Anyaanya Galpa (The Yadubamsa and other stories), Rajadhani O Anyaanya Galpa (The Capital and other stories), Krushnachuda (The Gulmohur) and Ruti O Chandra (The Bread and The Moon) are his famous short stories.[3]

Apart from being a litterateur,he was also a politician and a member of parliament in 1957.

courtesy: wikipedia

Ratings & Reviews

What do you think?
Rate this book

Friends & Following

Create a free account to discover what your friends think of this book!

Community Reviews

5 stars
15 (71%)
4 stars
5 (23%)
3 stars
0 (0%)
2 stars
1 (4%)
1 star
0 (0%)
Displaying 1 - 5 of 5 reviews
Profile Image for S.Ach.
686 reviews208 followers
December 5, 2020
ଆଜିକୁ ପାଖା ପାଖି ତିନି ଶହ ବର୍ଷ ତଳର କଥା। ଖୋର୍ଦ୍ଧାର ରାଜା ଥା'ନ୍ତି ରାମଚନ୍ଦ୍ର ଦେବ। କଟକ ସେତେବେଳେ ଥାଏ ବେଙ୍ଗଲ ର ନାଵବ୍ ସୁଜା ଖାଁଙ୍କ ଅଧୀନରେ। କଟକର ନାଏବ-ନାଜିମ୍ ରୂପେ ସ୍ଥାପିତ ଥିଲେ ସୁଜା ଖାଁଙ୍କ ଜାରଜ ପୁତ୍ର ମୁହମ୍ମଦ ତକୀ ଖାଁ। ତକୀ ଖାଁ ଥିଲା ଜଣେ କଟର ଧର୍ମାନ୍ଧ ମୁସଲିମ। ସର୍ବସାଧାରଣଙ୍କୁ ଲୁଟିବା, ମନ୍ଦିର ଭାଙ୍ଗି ତା'ର ପଥରରେ ମସଜିଦ ଗଢିବା, ହିନ୍ଦୁମାନଙ୍କ ଧର୍ମ ପରିବର୍ତ୍ତନ କରି ଇସ୍ଲାମୀକରଣ କରିବା ଥିଲା ତା'ର ସଉକ। ଓଡ଼ିଆ ଜାତିର ସମ୍ମାନ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ଲୁଣ୍ଠନ କରିବା ତା'ର ଥିଲା ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟରେ ସେ ଆକ୍ରମଣ କରେ ଖୋର୍ଦ୍ଧା ଉପରେ। ଷଡଯନ୍ତ୍ର ଆଉ ବିଶ୍ୱାସଘାତକତାର ଶିକାର ହେଇ ପରାସ୍ତ ହୁଅନ୍ତି ରାମଚନ୍ଦ୍ର ଦେବ। କଟକ ଆଣି ବାରବାଟୀ ଦୁର୍ଗରେ ବନ୍ଦୀ କରେ ତକୀ ଖାଁ ତାଙ୍କୁ।
ଏକାକୀ ବନ୍ଦୀଶାଳାରେ ନାଚି ଉଠେ ରାମଚନ୍ଦ୍ର ଦେବଙ୍କ ଆଖିରେ ଦୁଇ ଶହ ବର୍ଷ ତଳର ଓଡ଼ିଶାର ସେ କଳା ଇତିହାସ - ଯେତେବେଳେ କଳାପାହାଡ ପୁରୀ ଆସି ଲୁଣ୍ଠନ କରେ ଜଗନ୍ନାଥ ମନ୍ଦିର। ଜଗନ୍ନାଥଙ୍କୁ ଚମ ଦଉଡିରେ ବାନ୍ଧି ବଡ଼ଦାଣ୍ଡରେ ଘୋଷାରି ଘୋଷାରି ନେଇ ଗଙ୍ଗା ନଦୀ କୂଳରେ ନିଆଁ ଲଗେଇ ଦିଏ। ସେ କଳଙ୍କିତ ଇତିହାସର ପୁନରାବୃତ୍ତି କରିବାକୁ ଦେବେନି ସେ। ଜୀବନ ପଛେ ଯାଉ, ଧର୍ମ ପଛେ ଯାଉ, ଜଗନ୍ନାଥ ରୁହନ୍ତୁ। ସେ ରାଜି ହୁଅନ୍ତି ତକୀ ଖାଁର ଭଉଣୀ ରିଜିଆକୁ ବାହା ହେଇ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ। ରାମଚନ୍ଦ୍ର ଦେବା ହୁଅନ୍ତି ହାଫିଜ଼ କଦାର ବେଗ୍। ସାମୟିକ ଭାବରେ ଜଗନ୍ନାଥ ମନ୍ଦିର ରହେ ସୁରକ୍ଷିତ।

ଜଗନ୍ନାଥ ଓଡ଼ିଆମାନଙ୍କ ପାଇଁ କେବଳ ଜଣେ ଠାକୁର ନୁହନ୍ତି, ଓଡ଼ିଆ ଜାତିର ସେ ଅସ୍ଥିତ୍ୱ, ସର୍ବସ୍ବ। ଇସଲାମକୁ ଆଦରି ମଧ୍ୟ୍ୟ ରାମଚନ୍ଦ୍ର ଦେବ ନିଜ ମନରୁ ଜଗନ୍ନାଥ ପ୍ରେମକୁ ବାହାର କରି ପାରନ୍ତିନି। ଯେତେବେଳେ ଜନୈକ ସେନାପତି ଗାଜୀ ଖାଁ ଗୋଟିଏ ମନ୍ଦିର ଭାଙ୍ଗିବା ପାଇଁ ଚେଷ୍ଟା କରେ, ଛଦ୍ମ ବେଶରେ ଯାଇ ତା'ର ହତ୍ୟା କରନ୍ତି। ଏ ଖବରରେ ତକୀ ଖାଁ କ୍ରୋଧରେ ନିଆଁବାଣ ହେଇ ଯୋଜନା କରେ କିପରି ଜଗନ୍ନାଥ ମନ୍ଦିରକୁ ନିଜ କବଳରେ ପୁଣି ଥରେ ନେବ। କିନ୍ତୁ ଖୋର୍ଦ୍ଧା ଆକ୍ରମଣ କରିବା ପୂର୍ବରୁ ହିଁ ରାମଚନ୍ଦ୍ର ଦେବ ସେଠୁ ପଳାୟନ କରନ୍ତି। ତକୀ ଖାଁ ଷଡଯନ୍ତ୍ର କରେ କିପରି ନିଜର ଗୋଟେ ପ୍ରତିନିଧି ଅମିନଚାନ୍ଦଙ୍କୁ ପୁରୀର ରାଜା କରି, ମନ୍ଦିରର ସବୁ ରାଜସ୍ବକୁ ନିଜର କରିବ। ଗୁଣ୍ଡିଚା ଯାତ୍ରାରେ ଭକ୍ତମାନଙ୍କର କୁତ୍ସାତାପ ସତ୍ତ୍ବେ ଛେରା ପହଁରା କରେ ଅମିନଚାନ୍ଦ। ରାତିରେ ରଥରୁ ଠାକୁର ରତ୍ନ ସିଂହାସନ ଉପରକୁ ଯା'ନ୍ତି, କିନ୍ତୁ ସକାଳୁ କବାଟ ଖୋଲି ପୂଜକ ମନ୍ଦିର ଭିତରକୁ ଗଲା ବେଳେ ଦେଖେ ସିଂହାସନ ଖାଲି, ଜଗନ୍ନାଥ ଅନ୍ତର୍ଦ୍ଧାନ। ସେ କାହୁଁ ଜାଣିବ, ରାମଚନ୍ଦ୍ର ଦେବ ଓରଫ ହାଫିଜ଼ କଦାର, କିଛି ବିଶ୍ୱସ୍ତ ସେବାୟତଙ୍କ ସହିତ ରାତାରାତି ଜଗନ୍ନାଥଙ୍କୁ ନେଇ ଲୁଚାଇ ରଖିଛନ୍ତି ଚିଲିକାଗର୍ଭରେ - ଗୁରୁବାଈ ଦୀପର ହେନ୍ତାଳ ବଣରେ, ଦୁର୍ଦ୍ଧଷ ଧର୍ମାନ୍ଧ ତକୀ ଖାଁ ଆଉ ତା'ର ସେନାର ଦୃଷ୍ଟି ଆଢୁଆଳରେ।

ଏଇଠି ସରେ ସୁରେନ୍ଦ୍ର ମହାନ୍ତିଙ୍କ ନୀଳ ଶୈଳର ବାଖ୍ୟା। ଠାକୁର ପୁଣି ଫେରିବେ ସ୍ବସ୍ଥାନକୁ, ଦ୍ଵିତୀୟ ଆଦ୍ଧ୍ୟାୟ - ନୀଳାଦ୍ରି ବିଜୟ ରେ।

ଦୁଃଖର କଥା ଯେ ନିଜ ଜନ୍ମ ମାଟିର ଏ ଅଦ୍ଭୁତ ଇତିହାସ ବିଷୟରେ ମୁଁ ଥିଲି ସମ୍ପୂର୍ଣ ଅଗୋଚର। ଓଡ଼ିଆଜାତିର ମଉଡମଣୀ ଜଗନ୍ନାଥଙ୍କୁ ଯେ କେତେ କେତେ କଣ୍ଟକିତ ପଥଦେଇ ଯିବାକୁ ପଡିଛି ନିଜର ସ୍ୱାଭିମାନକୁ ବଞ୍ଚାଇବା ପାଇଁ , ତା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଯଦିଓ ମହାନ୍ତି ଙ୍କ କିଛିଟା ବୃତ୍ତାନ୍ତ ଐତିହାସିକଙ୍କ ଦୃଷ୍ଟିରେ ବିବାଦୀୟ, କିନ୍ତୁ, ଔପନାସିକଙ୍କ ନିଜର ସୂତ୍ର - ମାଦଳା ପଞ୍ଜିକା ପ୍ରତି ବିଶ୍ୱସ୍ତ ବୋଲି ସେ ସଫେଇ ଦିଅନ୍ତି। ମହାନ୍ତିଙ୍କ କଲ୍ପନାସୃଜନୀ କେବଳ ଏଥିରେ ସରଦେଇର ଚରିତ୍ର। ସରଦେଇ, ସେଇ ଦୁଖୀନୀ ଯିଏ ସମାଜର ରୀତି ନୀତି ର ପୀଡିତ, ଶତ ସଂଘର୍ଷ ସତ୍ତ୍ୱେ ସ୍ଵଚକ୍ଷୁରେ ଥରେ ବି କାଳିଆ କୁ ଦେଖି ପାରେନି ମାରିବା ପର୍ଯ୍ୟନ୍ତ। ସରଦେଇର କାରୁଣୀୟ କାହାଣୀ ପାଠକକୁ ମ୍ରିୟମାଣ କରି ଦିଏ।

ମୁଁ ଏବେ ନୀଳାଦ୍ରି ବିଜୟ ନ ପଢିବାଯାଏ ଥୟ ଧରି ରହି ପାରିବିନି।
Profile Image for Ashish Iyer.
870 reviews633 followers
February 17, 2025
Neela Shaila by Surendra Mohanty is one of the classic books in Odia literature, and I am grateful to SM and Goodreads for introducing me to this gem. The book offers an unparalleled exploration of Odisha's cultural and spiritual history, vividly capturing the significance of Lord Jagannath in the lives of Odias and the central role temples play in shaping the region's politics and culture.

Neela Shaila delves into the turbulent period of the 17th century, unraveling the fascinating history of Lord Jagannath and the Puri temple. The book transports readers to a chaotic yet crucial moment in history when Taqi Khan, the Naik Nazim of Cuttack, sought to impose the jaziya tax on Hindus and seize control of the temples, including the sacred Jagannath Temple. Faced with the dire ultimatum to either convert to Islam or allow the temple’s destruction, Gajapati Ramachandra Dev, the ruler of Odisha, chose to protect the sanctity of the temple at any cost, even if it meant converting to Islam. His decision led to his estrangement from the temple, and he was consumed by doubt and regret. Amid the turmoil, Ramachandra Dev takes the sacred deities of the trinity to the secluded Gurubai Island to protect them from Taqi Khan’s destructive intentions.

The novel is brimming with mystery, drama, suspense, and intrigue, as it traces the intersection of politics, religion, and culture in a time of profound upheaval. Mohanty beautifully brings to life the Puri temple, Odisha’s palaces, the serene Chilika Lake, and the lush landscapes of the region. War, palace intrigue, description of nature, culture, religion, all are part of the script. Most of the time I felt as if I was living among the characters and I am planning to visit the places that are mentioned in the book. It has an excellent and interesting story-line and has strong and well portrayed characters from both genders.

Surendra Mohanty is revered for his deep understanding of history, philosophy, and spirituality. For anyone with an interest in Odisha’s history or Jagannath culture, Neela Shaila is an absolute must-read. The book is available in multiple languages, including Kannada, Marathi, Hindi, and Malayalam, making it accessible to a wider audience.

There is also an Odia play titled 'Ahe Neela Shaila' based on Neela Shaila and Niladri Vijaya novels. Now I am eagerly waiting to read Niladri Vijay. The author had no intention of writing this sequel but he somehow changed his mind. Unfortunately Niladri Vijay is available in Hindi only.
Profile Image for Tarinee.
92 reviews
April 2, 2024
Aha ki Lekha …
Ha! Ki Bhagya..

Ki Madhura Bhasa Lalitya …
Sabda sankalana ra madhurjya…
Grisma abakasa re Manda Malaya ra trupti
Profile Image for Saurav Das.
17 reviews1 follower
July 19, 2024
A master piece in Odia Language.
Everybody , especially All Jagannath devotees must read it .
ଜୟ ଜଗନ୍ନାଥ |
Displaying 1 - 5 of 5 reviews

Can't find what you're looking for?

Get help and learn more about the design.